fbpx

ଶନିବାରରୁ ଫ୍ରାନ୍ସରେ କର୍ଫ୍ୟୁ

ଫ୍ରାନ୍ସରେ କର୍ଫ୍ୟୁୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । କରୋନା ମହାମାରୀର ଦ୍ୱିତୀୟ ଲହରିକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି । ୪ ସପ୍ତାହ ଧରି ପ୍ୟାରିସ ସମେତ ୯ଟି ସହରରେ କର୍ଫ୍ୟୁ ଜାରି ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । କରୋନର ପ୍ରଥମ ଲହରି ଫ୍ରାନ୍ସରେ ୩୨,୯୪୨ ଜୀବନ ନେଇଛି ।

Get real time updates directly on you device, subscribe now.