fbpx

କଟକ ବୋର୍ଡ଼ ଅଫ ରେଭିନ୍ୟୁ କୋଠାରେ ଅଗ୍ନିକାଣ୍ଡ

କଟକ, ୧୫ା୨(ଓଡ଼ିଶା ଭାସ୍କର): କଟକ ବୋର୍ଡ଼ ଅଫ ରେଭିନ୍ୟୁ କୋଠାରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା କାର୍ଯ୍ୟରେ ଦମକଳ ବାହିନୀର ୨ଟି ଟିମ ନୀୟୋଜିତ ହୋଇଛନ୍ତି । ସେଠାରେ ଅଗ୍ନିକାଣ୍ଡ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାସହ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ସୂଚନା ଏଯାଏଁ ହସ୍ତକ୍ଷେପ ହୋଇନାହିଁ ।

Get real time updates directly on you device, subscribe now.