fbpx
BSKY
BJD MC SKY
BJD YOUTH SKY

ଫେରିଲା ସାଇବର ଫ୍ରଡ୍ ଟଙ୍କା, ଜାଣନ୍ତୁ କେମିତି

ଭୁବନେଶ୍ୱର, ୧୧ ।୧(ଓଡିଶା ଭାସ୍କର): ସବୁଠାରେ ଏବେ ମାତିଛନ୍ତି ସାଇବର ଠକ । ଲୋକଙ୍କୁ ଭିନ୍ନ ଭିନ୍ନ ଲୋଭ ଦେଖାଇ ଲୁଟିବାରେ ଲାଗିଛନ୍ତି ଟଙ୍କା । ଏହାରି ମଧ୍ୟରେ ଫ୍ରଡ ହୋଇଥିବା ୫୩ ହଜାର ଟଙ୍କା ଫେରିପାଇଛନ୍ତି ଜଣେ ଅଭିଯୋଗକାରୀ । ପ୍ରଥମ ଫ୍ରଡ୍ ଟଙ୍କାକୁ ଅଭିଯୋଗକାରୀ ଫେରିପାଇଛନ୍ତି।

ତେବେ ଅଭିଯୋଗକାରୀଙ୍କୁ ଓଟିପି ମାଗି ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ । କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଜଣକ ବୁଦ୍ଧିବମତାର ସହ ଲୁଟ୍ ହେବାର ଘଣ୍ଟାଏ ଭିତରେ ସାଇବର ସେଲରେ ଅଭିଯୋଗ କରିଥିଲେ । ଫଳରେ ପ୍ରଥମ ଫ୍ରଡ୍ ଟଙ୍କାକୁ ଅଭିଯୋଗକାରୀଙ୍କ ଫେରିପାଇଥିଲେ । ତେବେ ସହିଦନଗର ଅଞ୍ଚଳରୁ ଏହି ଠକେଇ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.