fbpx

ଭାଇରାଲ ହେଲା ବୁଢି ମା’ଙ୍କ ଧମାକେଦାର ଡ୍ୟାନ୍ସ , ଲୋକେ କହିଲେ ଏପରି..

ସୋସିଆଲ ମିଡିଆରେ ଆପଣଙ୍କୁ ଏପରି କିଛି ଭିଡିଓ ମିଳିଥାଏ, ଯାହା ଆପଣଙ୍କୁ ହସାଇବା ସହ କିଛି ସକାରାତ୍ମକ ଭାବନା ମଧ୍ୟ ଆଣିଥାଏ । ଏପରି ଏକ ଭିଡିଓ ଟ୍ୱିଟରରେ ଆଜି କାଲି ବେଶ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ବୃଦ୍ଧ ମହିଳା ଦୁନିଆକୁ ଭୁଲି ପୁରୁଣା ହିନ୍ଦୀ ଗୀତ ‘ପିୟା ତୁ ଅବ ତୋ ଆଜା’ର ତାଳେ ତାଳେ ନାଚିବାରେ ଲାଗିଛନ୍ତି । ଏହି ଭିଡିଓ ଲୋକଙ୍କୁ ପସନ୍ଦ ଆସିଥିବା ବେଳେ ଲୋକମାନେ ଏହାର ପ୍ରଶଂସା ମଧ୍ୟ କରିଛନ୍ତି ।


୧୫ ସେକେଣ୍ଡର ଏହି ଭିଡିଓକୁ @peechetodekho ନାମକ ଜଣେ ଟ୍ୱିଟର ୟୁର୍ଜର ସେୟାର କରିଛନ୍ତି, ଯାହାହି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ୨ ଜଣ ବୃଦ୍ଧ ମହିଳା ଆଶା ଭଂସାଲୀଙ୍କ ୧୯୭୧ ମସିହାରେ ଆସିଥିବା ହିଟ୍ ଗୀତ୍ ‘ ପିୟା ତୁ ଅବ ତୋ ଆଜା’ରେ ଡ୍ୟାନ୍ସ କରିଛନ୍ତି । ଏହି ଦୁହିଁ ବୃଦ୍ଧ ମହିଳାଙ୍କ ଡ୍ୟାନ୍ସ ଦେଖି ସେଠାକୁ ଜଣେ ବୃଦ୍ଧ ମଧ୍ୟ ଆସିଛନ୍ତି ଓ ସେ ମଧ୍ୟରେ ଝୁମିବାରେ ଲାଗିଛନ୍ତି । ମହିଳାଙ୍କ ଜୋସକୁ ଲୋକମାନେ ମଧ୍ୟ ପ୍ରଶଂସା କରିବାରେ ଲାଗିଛନ୍ତି ।

Get real time updates directly on you device, subscribe now.