fbpx

ଦୁର୍ଗାପୂଜାକୁ ମିଳିଲା ହାଇକୋର୍ଟଙ୍କ ଅନୁମତି

କଟକ,୩୧ ।୮(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ସବୁ ପୂଜା ପର୍ବ ଉପରେ କଟକଣା ଲାଗିଛି । ଏହାରି ମଧ୍ୟରେ କଟକର ବାଲୁବଜାର ପୂଜା ମଣ୍ଡପକୁ ଦୁର୍ଗାପୂଜା ଆୟୋଜନ ଅନୁମତି ମିଳିଛି । କୋଭିଡ ନିୟମ ମାନି ପୂଜା ଆୟୋଜନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଅଳ୍ପ ସଂଖ୍ୟକ ଲୋକରେ ମଣ୍ଡପରେ ଦୁର୍ଗାପୂଜା ହେବ । ମଣ୍ଡପରେ ପୂଜା ଆୟୋଜନ ପାଇଁ କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

Get real time updates directly on you device, subscribe now.