fbpx

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ଶାଶୂଘରେ ରହିବା ବୋହୂର ଅଧିକାର

ନୂଆଦିଲ୍ଲୀ,୧୫ ।୧୦(ଓଡିଶା ଭାସ୍କର): ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଆଜି ସୁପ୍ରିମକୋର୍ଟ ଘରୋଇ ହିଂସାକୁ ଅଧିନିୟମକୁ ନେଇ କହିଛନ୍ତି ଯେ, ‘ ବୋହୂର ନିଜ ସ୍ୱାମୀଙ୍କ ପିତା-ମାତା ବା ଶାଶୂ-ଶଶୂରଙ୍କ ଘରେ ରହିବାର ଅଧିକାର ରହିଛି ।

ପୂର୍ବରୁ ତରୁଣ ବତ୍ରା ମାମଲାରେ ଦୁଇଜଣ ବିଚାରପତି ଏକ ବେଞ୍ଚରେ କହିଥିଲେ ଯେ, ବୋହୂମାନେ ସ୍ୱାମୀଙ୍କ ପିତାମାତାଙ୍କର ସମ୍ପତ୍ତିରେ ରହିପାରିବେ ନାହିଁ । କିନ୍ତୁ ଆଜି ୩ ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି ତରୁଣ ବତ୍ରାଙ୍କ କେସକୁ ବଦଳାଇଦେଇଛନ୍ତି ।

Get real time updates directly on you device, subscribe now.