fbpx

ପରକୀୟା ପ୍ରୀତି ଅଭିଯୋଗରେ ଡେପୁଟି କଲେକ୍ଟର ଗିରଫ

ବୌଦ୍ଧ,୨୯ ।୯(ଓଡିଶା ଭାସ୍କର): ବନ୍ଧାହେଲେ ବୌଦ୍ଧ ଜିଲ୍ଲାର ଡେପୁଟି କଲେକ୍ଟର । ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଆଜି ଗିରଫ କରିଛି ଝାରସୁଗୁଡା ପୋଲିସ । ପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି ଶରଦଙ୍କୁ ପୋଲିସ ଗିରଫ କରିଛି । ତେବେ ପୂର୍ବରୁ ଶରଦଙ୍କ ପତ୍ନୀ ତାଙ୍କ ନାଁରେ ନିର୍ଯ୍ୟାତନା ଓ ପରକୀୟା ପ୍ରୀତିର ଅଭିଯୋଗ କରିଥିଲେ । । ଶରତଙ୍କ ଗିରଫ ନେଇ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.