fbpx

ଆସିଲା ନୂଆ ୭ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ , ୩ଜଣଙ୍କର ପଶ୍ଚିମବଂଗ ଲିଙ୍କ

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର):ରାଜ୍ୟରେ ଆଜି ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପଂହଚିଛି । ସେଥିରୁ ଭଦ୍ରକରୁ ୩ ଜଣ ହୋଇଥିବା ବେଳେ ସୁନ୍ଦରଗଡରୁ ୪ ଜଣ ।ଭଦ୍ରକରୁ ଚିହ୍ନଟ ହୋଇଥବା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ବାସୁଦେବପୁରର ହୋଇଥିବା ବେଳେ ଜଣେ ବନ୍ତ ର । ୩ ଜଣ ଯାକ ପୂରୁଷ । ସେମାନଙ୍କ ପଶ୍ଚିମବଂଗ ଲିଙ୍କ ରହିଥିବା ପ୍ରାରମ୍ଭିକ ସୂଚନା ମିଳିଛି । ଏହା ପରେ ଭଦ୍ରକ ସୀମାକୁ ସିଲ କରିଛି ଜିଲ୍ଲା ପ୍ରଶାସନ । ସେହିପରି ସୁନ୍ଦରଗଡରୁ ଚିହ୍ନଟ ଆକ୍ରାନ୍ତ ନଲା ଅଂଚଳର ବୋଲି ଜଣାପଡିଛି ।ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.