fbpx

ବାଲେଶ୍ୱରରେ ଡିଜିପିଙ୍କ ସମୀକ୍ଷା ବୈଠକ

ବାଲେଶ୍ୱର, ୪ା୨(ଓଡ଼ିଶା ଭାସ୍କର): ଆଜି ବାଲେଶ୍ୱର ଗସ୍ତରେ ପୋଲିସ ଡିଜିପି ଅଭୟ ଯାଇଛନ୍ତି । ପୁରୁଣା ମାମଲା ଓ ଫାଇଭ-ଟିର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି । ସେହି ସମୀକ୍ଷା ବେଠକରେ ବାଲେଶ୍ୱର ଆଇଜିଓ ଏସପି ଉପସ୍ଥିତ ରହିଥିଲେ । ସେମାନଙ୍କ ସହ ଭଦ୍ରକ ଓ ମୟୁରଭଞ୍ଜ ଏସପି ମଧ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.