-
World 99,857,439
WorldConfirmed: 99,857,439Active: 25,856,144Recovered: 71,860,551Death: 2,140,744 -
USA 25,704,372
USAConfirmed: 25,704,372Active: 9,864,410Recovered: 15,410,456Death: 429,506 -
India 10,672,035
IndiaConfirmed: 10,672,035Active: 183,660Recovered: 10,334,850Death: 153,525 -
Brazil 8,844,600
BrazilConfirmed: 8,844,600Active: 973,749Recovered: 7,653,770Death: 217,081 -
Russia 3,738,690
RussiaConfirmed: 3,738,690Active: 518,009Recovered: 3,150,763Death: 69,918 -
UK 3,647,463
UKConfirmed: 3,647,463Active: 1,918,124Recovered: 1,631,400Death: 97,939 -
Italy 2,466,813
ItalyConfirmed: 2,466,813Active: 499,278Recovered: 1,882,074Death: 85,461 -
Turkey 2,429,605
TurkeyConfirmed: 2,429,605Active: 96,811Recovered: 2,307,721Death: 25,073 -
Germany 2,149,223
GermanyConfirmed: 2,149,223Active: 272,860Recovered: 1,823,500Death: 52,863 -
Pakistan 534,041
PakistanConfirmed: 534,041Active: 33,820Recovered: 488,903Death: 11,318 -
China 89,115
ChinaConfirmed: 89,115Active: 1,849Recovered: 82,631Death: 4,635
ଝିଅମାନେ ସବୁବେଳେ ବାପାଙ୍କ ଅଲିଅଳି ହୋଇ ରହିଥାନ୍ତି । ସେହି ଝିଅକୁ ଅନ୍ୟ ହାତକୁ ଟେକି ଦେବା ବେଳେ କେତେ ଯେ କଷ୍ଟ ଲାଗେ ତାହା କେବଳ ଜଣେ ବାପା ହିଁ ଅନୁଭବ କରିପାରିବେ । ଏଥିରୁ ବଲିଉଡ ବାପାମାନେ ବାଦ୍ ଯିବେ କିପରି । ସେହିପରି ନିକଟରେ ବଲିଉଡ୍ ଷ୍ଟାର ଧର୍ମେନ୍ଦ୍ରଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକି ତାଙ୍କ ଝିଅ ଈଶା ଦେଓଲ ସେୟାର କରିଛନ୍ତି । ଈଶାଙ୍କ ବିବାହ ପରେ ଝିଅ ବିଦା ବେଳକୁ କିପରି ଧର୍ମେନ୍ଦ୍ର ଭୋ ଭୋ ହୋଇ କାନ୍ଦି ଉଠିଥିଲେ, ତାହା ଏଥିରେ ଦେଖିବାକୁ ମିଳିଛି । ମା ହେମା ମାଳିନୀ ନିଜକୁ ସମ୍ଭାଳି ହସି ହସି ଝିଅବିଦା କରୁଥିବା ବେଳେ ଧର୍ମେନ୍ଦ୍ର ବହୁତ ଇମୋସନାଲ ହୋଇପଡିଥିଲେ ।
ଏହି ସମୟରେ ଈଶା ନିଜ ବାପାଙ୍କୁ କୁଣ୍ଢାଇ ପକାଇଥିଲେ, ଫଳରେ ଆଉ କାନ୍ଦକୁ ନ ରୋକି ଭୋ ଭୋ ହୋଇ କାନ୍ଦି ପକାଇଥିଲେ ଧର୍ମେନ୍ଦ୍ର । ଏହି ଭାଇରାଲ ଭିଡିଓକୁ ୨ ଲକ୍ଷ ୬୪ ହଜାରୁ ଅଧିକ ଲୋକ ଦେଖିସାରିଲେଣି ।
Comments are closed.