ଝିଅ ବିଦାବେଳେ ଭୋ ଭୋ ହୋଇ କାନ୍ଦି ଉଠିଲେ ଧର୍ମେନ୍ଦ୍ର, ଏବେ ଭାଇରାଲ ହେଉଛି ଭିଡିଓ

COVID-19 Updates
  • World 99,857,439
    World
    Confirmed: 99,857,439
    Active: 25,856,144
    Recovered: 71,860,551
    Death: 2,140,744
  • USA 25,704,372
    USA
    Confirmed: 25,704,372
    Active: 9,864,410
    Recovered: 15,410,456
    Death: 429,506
  • India 10,672,035
    India
    Confirmed: 10,672,035
    Active: 183,660
    Recovered: 10,334,850
    Death: 153,525
  • Brazil 8,844,600
    Brazil
    Confirmed: 8,844,600
    Active: 973,749
    Recovered: 7,653,770
    Death: 217,081
  • Russia 3,738,690
    Russia
    Confirmed: 3,738,690
    Active: 518,009
    Recovered: 3,150,763
    Death: 69,918
  • UK 3,647,463
    UK
    Confirmed: 3,647,463
    Active: 1,918,124
    Recovered: 1,631,400
    Death: 97,939
  • Italy 2,466,813
    Italy
    Confirmed: 2,466,813
    Active: 499,278
    Recovered: 1,882,074
    Death: 85,461
  • Turkey 2,429,605
    Turkey
    Confirmed: 2,429,605
    Active: 96,811
    Recovered: 2,307,721
    Death: 25,073
  • Germany 2,149,223
    Germany
    Confirmed: 2,149,223
    Active: 272,860
    Recovered: 1,823,500
    Death: 52,863
  • Pakistan 534,041
    Pakistan
    Confirmed: 534,041
    Active: 33,820
    Recovered: 488,903
    Death: 11,318
  • China 89,115
    China
    Confirmed: 89,115
    Active: 1,849
    Recovered: 82,631
    Death: 4,635

ଝିଅମାନେ ସବୁବେଳେ ବାପାଙ୍କ ଅଲିଅଳି ହୋଇ ରହିଥାନ୍ତି । ସେହି ଝିଅକୁ ଅନ୍ୟ ହାତକୁ ଟେକି ଦେବା ବେଳେ କେତେ ଯେ କଷ୍ଟ ଲାଗେ ତାହା କେବଳ ଜଣେ ବାପା ହିଁ ଅନୁଭବ କରିପାରିବେ । ଏଥିରୁ ବଲିଉଡ ବାପାମାନେ ବାଦ୍ ଯିବେ କିପରି । ସେହିପରି ନିକଟରେ ବଲିଉଡ୍ ଷ୍ଟାର ଧର୍ମେନ୍ଦ୍ରଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକି ତାଙ୍କ ଝିଅ ଈଶା ଦେଓଲ ସେୟାର କରିଛନ୍ତି । ଈଶାଙ୍କ ବିବାହ ପରେ ଝିଅ ବିଦା ବେଳକୁ କିପରି ଧର୍ମେନ୍ଦ୍ର ଭୋ ଭୋ ହୋଇ କାନ୍ଦି ଉଠିଥିଲେ, ତାହା ଏଥିରେ ଦେଖିବାକୁ ମିଳିଛି । ମା ହେମା ମାଳିନୀ ନିଜକୁ ସମ୍ଭାଳି ହସି ହସି ଝିଅବିଦା କରୁଥିବା ବେଳେ ଧର୍ମେନ୍ଦ୍ର ବହୁତ ଇମୋସନାଲ ହୋଇପଡିଥିଲେ ।

ଏହି ସମୟରେ ଈଶା ନିଜ ବାପାଙ୍କୁ କୁଣ୍ଢାଇ ପକାଇଥିଲେ, ଫଳରେ ଆଉ କାନ୍ଦକୁ ନ ରୋକି ଭୋ ଭୋ ହୋଇ କାନ୍ଦି ପକାଇଥିଲେ ଧର୍ମେନ୍ଦ୍ର । ଏହି ଭାଇରାଲ ଭିଡିଓକୁ ୨ ଲକ୍ଷ ୬୪ ହଜାରୁ ଅଧିକ ଲୋକ ଦେଖିସାରିଲେଣି ।

Get real time updates directly on you device, subscribe now.

Comments are closed.