fbpx

୨୦୩୦ ସୁଦ୍ଧା ୧୦କୋଟି ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ : ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୮ା୨(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଅର୍ଥନୀତିର ବିକାଶ ପାଇଁ ଇସ୍ପାତ ବ୍ୟବହାର ନେଇ କର୍ମଶାଳା ଅନୁଷ୍ଠିତ ହୋଇଛି । ସେହି କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଭାଷଣ ରଖିଛନ୍ତି । ଓଡ଼ିଶା ଭାରତର ଇସ୍ପାତ ପେଣ୍ଠସ୍ଥଳୀ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଦେଶର ୮୦% ଖଣି ଉତ୍ତର-ପୂର୍ବାଞ୍ଚଳରେ ରହିଛି । ଓଡ଼ିଶା ବାର୍ଷିକ ୨.୭ କୋଟି ଟନ୍ ଇସ୍ପାତ ଉତ୍ପାଦନ କରୁଛି । ୨୦୩୦ ସୁଦ୍ଧା ୧୦କୋଟି ଟନ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.