fbpx

ଆଜିଠୁ ଧର୍ମେନ୍ଦ୍ରଙ୍କ ପ୍ରଚାର

ଜଗତସିଂହପୁର,୨୩ ।୧୦,(ଓଡିଶା ଭାସ୍କର):ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ପ୍ରସ୍ତୁତି ଜୋରାଦାର ଚାଲିଛି । ଜଗତସିଂହପୁର ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭର୍ଚୁଆଲ ରାଲିରେ ସମ୍ବୋଧନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ କାର୍ଯ୍ୟାଳୟରେ ଅପରାହ୍‌ଣରେ ଭର୍ଚୁଆଲ ରାଲି ହେବ ବୋଲି ଜଣାପଡିଛି ।

ତେବେ ପର୍ଯ୍ୟାୟକ୍ରମେ ତାରକା ପ୍ରଚାରକ ମଇଦାନକୁ ଓହ୍ଲାଇବେ । ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ଅପରାଜିତା ଷଢଙ୍ଗୀ ମଧ୍ୟ ପ୍ରଚାର କରିବେ ।

Get real time updates directly on you device, subscribe now.