fbpx

ସାରା ଦେଶ ମନାଉଛି ଦୀପାବଳି

ନୂଆଦିଲ୍ଲୀ,୧୪/୧୧: ଆଜି ସାରା ଦେଶ ମନାଉଛି ଆଲୋକର ପର୍ବ ଦୀପାବଳି। ରାଜ୍ୟରେ ଏଥର ଦୀପାବଳିରେ ବାଣ ଫୁଟାଇବା ମନା ହୋଇଛି। କେବଳ ଦୀପ ଲଗାଇ ଲୋକେ ପାଳିବେ ଦୀପାବଳି ।

ତେବେ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତେ ସୁସ୍ଥ ଓ ସମୃଦ୍ଧ ରୁହନ୍ତୁ ପ୍ରଧାନମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.