fbpx
BJD
BJD SKY
BJD SKY

ମୁଖ୍ୟମନ୍ତ୍ରୀ ଜଣାଇଲେ ଦୀପାବଳୀର ଶୁଭେଚ୍ଛା

ଭୁବନେଶ୍ୱର,୧୪/୧୧(ଓଡିଶା ଭାସ୍କର) : ଆଜି ସାରା ଦେଶ ମନାଉଛି ଆଲୋକର ପର୍ବ ଦୀପାବଳି। ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, କୋଭିଡ୍‌ ଦୃଷ୍ଟିରୁ ସାବଧାନତା ଓ ସତର୍କତା ବଜାୟ ରଖନ୍ତୁ। ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ।’

ତେବେ ରାଜ୍ୟରେ ଏଥର ଦୀପାବଳିରେ ବାଣ ଫୁଟାଇବା ମନା ହୋଇଛି। କେବଳ ଦୀପ ଲଗାଇ ଲୋକେ ପାଳିବେ ଦୀପାବଳି ।

Get real time updates directly on you device, subscribe now.