fbpx

ଓମିକ୍ରନ୍ ଠାରୁ ବଞ୍ଚିବା ପାଇଁ ପ୍ରତିଦିନ ୨୦ ମିନିଟ୍ ଧରି କରନ୍ତୁ ଏହି ୫ଟି ଏକ୍ସରସାଇଜ୍, ମିଳିବ ଚମତ୍କାରୀ ଫାଇଦା

ଓଡ଼ିଶା ଭାସ୍କର ବ୍ୟରୋ: ଜିମ୍ କୁ ଯାଇ ଏକ୍ସରସାଇଜ୍ କରିବା ଏବଂ ଖୋଲା ଗ୍ରାଉଣ୍ଡକୁ ଯାଇ ଦୌଡ଼ିବା ଇତ୍ୟାଦି ଅନେକ ଲୋକଙ୍କୁ ଭଲ ଲାଗେ । କିନ୍ତୁ କରୋନା ମହାମାରୀ ଦ୍ର୍ରୁତ ଗତିରେ ବଢ଼ୁଥିବା ବେଳେ ଲୋକଙ୍କୁ ବର୍ତ୍ତମାନ ସଂକ୍ରମଣର ଭୟ ରହିଛି । ତେଣୁ ଘରୁ ବାହାରିବା ପାଇଁ ଲୋକମାନେ ଡରୁଛନ୍ତି । ହେଲେ କରୋନାର ଏକାଧିକ ଭାରିଆଣ୍ଟ୍ ସହିତ ଲଢ଼ିବା ପାଇଁ ଉପଯୁକ୍ତ ଏକ୍ସସରସାଇଜ୍ ବା ଶାରୀରିକ ପରିଶ୍ରମର ଆବଶ୍ୟକତା ରହିଛି । ଯାହାଫଳରେ ସେମାନଙ୍କ ଠାରେ ରୋଗ ସହିତ ଲଢ଼ିବା ପାଇଁ ଇମ୍ୟୁନିଟି ମିଳିପାରିବ ।

ତେଣୁ ସବୁଠାରୁ ଉତ୍କୃଷ୍ଟ ଉପାୟରେ ହେଲା ଆପଣ ମାନେ ଘରେ ରହି ୱର୍କଆଉଟ୍ କରିପାରିବେ । ପୂର୍ବରୁ ଆସିଥିବା ଦୁଇଟି ଲହରରେ ଜିମ୍ ଓ ସାବର୍ଜନୀକ ସ୍ଥାନ ବନ୍ଦ ରଖାଯାଇଥିଲା । ସେ ସମୟରେ ଲୋକେ ଘରେ ରହି ଶରୀରକୁ ମେନଟେନ୍ କରିଥିଲେ । ସେହିପରି ଓମିକ୍ରନ କାରଣରୁ ପୁଣିଥରେ ଲକଡାଉନ୍ ଯୁଗ ଫେରୁଥିବା ପରିଲକ୍ଷିତ ହେଉଛି । ଏହା ଅଧିକ ସଂକ୍ରାମକ ହୋଇଥିବାରୁ ଲୋକମାନଙ୍କୁ ପୂର୍ବାପେକ୍ଷା ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି । ତେଣୁ ଘରେ ରହି ଆପଣ ମାନେ କିଛି ଏପରି ଏକ୍ସରସାଇଜ୍ କରିବା ଉଚିତ୍ ଯାହା ଶରୀରରେ ଇମ୍ୟୁନିଟି ବୃଦ୍ଧି କରିପାରିବ । ତାହେଲେ ଚାଲନ୍ତୁ ଜାଣିବା ବିଶେଷ ୫ଟି ଏକ୍ସସାଇଈଜ୍ ସମ୍ପର୍କରେ । ଯାହା ଆପଣ ମାନେ ଘରେ ରହି କରିପାରିବେ ।

ଉକ୍ତ ୫ଟି ବ୍ୟାୟାମ ହେଉଛି;

ସ୍କିପିଂ:

 

View this post on Instagram

 

A post shared by Tobie (@tobie.jumps)

ପୁସ୍ ଅପ୍:

 

View this post on Instagram

 

A post shared by Can I Do CrossFit? (@canidocrossfit)

ବର୍ପି:

 

View this post on Instagram

 

A post shared by Zahíra Colón Collazo (@ydelise)

ପୁଲ୍ ଅପ୍ :

 

View this post on Instagram

 

A post shared by Shekar Nad (@shekarnad)

ଷ୍ଟେର୍ କ୍ଲାଇମ୍ବିଂ:

ଏହି ୫ଟି ଏକ୍ସରସାଇଜ୍ ଆପଣଙ୍କ ପାଇଁ ଖୁବ୍ ଲାଭଦାୟକ । ଏସବୁକୁ ଆପଣ ପ୍ରତିଦିନ ୨୦ ମିନିଟ୍ ଧରି କରନ୍ତୁ । ଗୋଟିଏ ଗୋଟିଏ ଏକ୍ସରସାଇଜ୍ କୁ ୪ମିନିଟ୍ ଲେଖାଏଁ କଲେ ଭଲ । ଏହାପରେ ଆପଣ ଧୀରେ ଧୀରେ ସମୟ ବଢ଼ାଇପାରିବେ । ଏସବୁକୁ କରିବା ଦ୍ୱାରା କ୍ୟାଲୋରୀ ବର୍ଣ୍ଣ ହେବ ଏବଂ ଆପଣ ଏକ ଉନ୍ନତ ସ୍ୱାସ୍ଥ୍ୟ ପାଇପାରିବେ ।

Get real time updates directly on you device, subscribe now.