fbpx

ରୂପାରେ ଝଲସିବ ଶ୍ରୀମନ୍ଦିର ଦ୍ୱାର

ପୁରୀ,୨୭ ।୮(ଓଡିଶା ଭାସ୍କର): ରୂପାରେ ଝଲସିବ ପୁରୀ ଶ୍ରୀମନ୍ଦିରର ସାତ ଦ୍ୱାର । ଶ୍ରୀମନ୍ଦିରର ସିଂହଦ୍ୱାର, ଜୟବିଜୟ, କଳାହାଟ ଦ୍ୱାରା ରୂପାରେ ଝଲସିବ । ସେହିପରି ରତ୍ନଭଣ୍ଡାରର ଭିତର ଓ ବାହାର ଦ୍ୱାର ନୂତନ କରି ନିର୍ମାଣ ହେବ । ଶ୍ରୀମନ୍ଦିରର ଭିତର ଓ ବାହାରର ୪ ଦ୍ୱାର କବାଟକୁ ମରାମତି କରାଯିବ ।

Get real time updates directly on you device, subscribe now.