fbpx

ସ୍କୁଲରେ ବାଜିଲା ପାଣି ପିଆ ଘଣ୍ଟା

ଗଞ୍ଜାମ,୨୫ ।୧୧(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ‘ପାଣି ପିଅନ୍ତୁ ସୁସ୍ଥ ରୁହନ୍ତୁ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଣିକି ଜିଲ୍ଲାର ପ୍ରତି ସ୍କୁଲରେ ପାଣିପିଆ ଘଣ୍ଟା ଶୁଣିବାକୁ ମିଳିବ । ଦିନକୁ ୩ ଥର ବାଜିବ ଏହି ପାଣିପାଆ ଘଣ୍ଟା । ପାଣି ପିଇବାର ସମୟ ସୀମା ୫ ମିନିଟ୍ ରହିବ ।

ତେବେ ଛାତ୍ରାଛାତ୍ରଙ୍କୁ ପାଣି ପିଇବାକୁ ସଚେତନ କରିବାକୁ ଗଞ୍ଜାମ ଜିଲ୍ଲା ପକ୍ଷରୁ ଏପରି ପ୍ରୟାସ କରାଯାଇଛି ।

Get real time updates directly on you device, subscribe now.