fbpx

ସଂସଦରେ ମହାରାଷ୍ଟ୍ର ଝଡ, କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୫ ।୧୧: ମହାରାଷ୍ଟ୍ର ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ସମ୍ବିଧାନକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଏନେଇ ଲୋକସଭାକୁ ଦିନ ୧୨ ଟା ଓ ରାଜ୍ୟସଭାକୁ ୨ଟା ଯାଏ ମୁତଲବୀ ଘୋଷଣା କରାଯାଇଛି ।

ଅନ୍ୟପଟେ ‘ମହା’ ପ୍ରସଙ୍ଗରେ ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଚାଲିଛି । ସମ୍ବିଧାନକୁ ହତ୍ୟା କରିଥିବା ଅଭିଯୋଗ ସହ ଲୋକସଭାରେ ମୁତଲବୀ ଆଲୋଚନା ନୋଟିସ୍ ଦେଇଛି କଂଗ୍ରେସ ।

Get real time updates directly on you device, subscribe now.