fbpx

୧୮ଟି ଜିଲ୍ଲାରେ ସ୍ୱୟଂକ୍ରିୟ ହେବ ଡ୍ରାଇଭିଂ ଟ୍ରାକ୍

ଭୁବନେଶ୍ୱର, ୭ା୨(ଓଡ଼ିଶା ଭାସ୍କର): ସଡ଼କ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣାଯାଉଛିି । ଏମିତିକି ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାସହ ନିୟକ ଉଲ୍ଲଙ୍ଘନକାରୀଙ୍କ ପାଇଁ ଫାଇନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଗାଡ଼ି କାଗଜ ଯେମିତିକି ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ସ୍ୱଚ୍ଛତା ପାଇଁ ପଦକ୍ଷେପ ନିଆଯାଇଛି । ଏନେଇ ୧୮ଟି ଜିଲ୍ଲାରେ ସ୍ୱୟଂକ୍ରିୟ ହେବ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ । ଚାଳକ ପାସ୍ ହୋଇଛି କି ଫେଲ ହୋଇଛି ତାହା କମ୍ପ୍ୟୁଟର ନିର୍ଦ୍ଧାରଣ କରିବ । ଏନେଇ ପରିବହନ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.