fbpx

ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ, ୨୮ା୪: ହିମାଚଳପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ଦିନ ୧୨ଟା ୧୭ରେ ଭୂକମ୍ପ ଅନୂଭୂତ ହୋଇଥିବା ନେଇ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ୪ ଥିବା ରିକ୍ଟର ସ୍କେଲରେ ରେକର୍ଡ଼ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଧନଜୀବନ ହାନି କିମ୍ବା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

Get real time updates directly on you device, subscribe now.