fbpx

ବସ୍ ଯୋଗେ ସୁରତରୁ ଗଞ୍ଜାମ ଫେରୁଛନ୍ତି ଶ୍ରମିକ

Advertisement

ଗଞ୍ଜାମ, ୨୮ା୪(ଓଡ଼ିଶା ଭାସ୍କର): ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଓଡ଼ିଆ ଶ୍ରମିକମାନେ ଫସି ରହିଛନ୍ତି । ଆଜି ସୁରତରୁ ୪ଟି ବସରେ ଗଞ୍ଜାମକୁ ସେମାନଙ୍କୁ ଅଣାଯାଉଛି । ଗଞ୍ଜାମରେ ପହଞ୍ଚିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । କରୋନା ଲକ୍ଷଣ ଦେଖାଦେଲେ ସେମାନଙ୍କ ସ୍ୱାବ ଟେଷ୍ଟ କରାଯିବା ନେଇ ସୂଚନା ମିଳିଛି । ସ୍ୱାବ ଟେଷ୍ଟ କରାଯିବ ନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଚେନ୍ନାଇରୁ ଫେରିଥିବା ସବୁ ମତ୍ସ୍ୟଜୀବୀ କ୍ୱାରେଣ୍ଟାଇନରେ ଅଛନ୍ତି । ଏବେ ସୁଦ୍ଧା ଚେନ୍ନାଇରୁ ଗଞ୍ଜାମକୁ ୯୫ଜଣ ମତ୍ସ୍ୟଜୀବୀ ଫେରିଛନ୍ତି ।

Get real time updates directly on you device, subscribe now.