fbpx

ମୁମ୍ବାଇରେ ଭୂମିକମ୍ପ

ମୁମ୍ବାଇ,୧୧/୯: ମୁମ୍ବାଇରେ ଆଜି ପୁଣି ଅନୁଭୂତ ହୋଇଛି ଭୂମିକମ୍ପ । ଭୋର୍ ସମୟରେ ଅନୁଭୂତ ହୋଇଛି ଏହି ଭୂମିକମ୍ପ । ରିକ୍ଟର ସ୍କେଲରେ ୩.୫ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.