fbpx

ମୟୂରଭଞ୍ଜରେ ଭୂକମ୍ପ ଝଟକା

ମୟୂରଭଞ୍ଜ, ୪ା୧୨ (ଓଡିଶା ଭାସ୍କର): ଗତକାଲି ବିଳମ୍ବିତ ରାତ୍ରି ୨ଟା ୧୩ ମିନିଟରେ ମୟୂରଭଞ୍ଜରେ ଭୂକମ୍ପ ସୃଷ୍ଟି ହୋଇଥିବା ଜଣାଯାଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରହିଥିଲା । ତେବେ କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ନଥିବା ଜଣାଯାଇଛି । ଏହି ଆକସ୍ମିକ ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଛି ।

Get real time updates directly on you device, subscribe now.