fbpx

କୋଭିଡରୁ ସୁସ୍ଥ ହେବା ପରେ ଚ୍ୟବନପ୍ରାସ ଖାଇବାକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଏହାରି ମଧ୍ୟରେ କୋଭିଡରୁ ସୁସ୍ଥ ହେବାପରେ ଚ୍ୟବନପ୍ରାସ ଖାଇବାକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି । ସକାଳ ଏକ ଚାମଚ ଚ୍ୟବନପ୍ରାସ ସେବନ କରିବା ସହ ହାଲକା ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ସୁସ୍ଥ ହେବା ପରେ ନିୟମିତ ଗରମ ପାଣି କିମ୍ବା କ୍ଷୀରରେ ଖାଇପାରିବେ ବୋଳି କୁହାଯାଇଛି ।

Get real time updates directly on you device, subscribe now.