fbpx

ପୁଣି ଅସୁସ୍ଥ ଅମିତ ଶାହା

ନୂଆଦିଲ୍ଲୀ,୧୩ ।୯: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି । ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମସ୍ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଗଷ୍ଟ ୨ରେ କୋରୋନା ସଂକ୍ରମିତ ହୋଇଥିଲେ ଅମିତ ଶାହ । ଅଗଷ୍ଟ ୧୪ରେ ଡିସ୍ଚାର୍ଜ ହେବା ପରେ ୧୮ରେ ପୁଣି ଭର୍ତ୍ତି ହୋଇଥିଲେ । ଅଗଷ୍ଟ ୩୧ରେ ସୁସ୍ଥ ହୋଇ ଶାହା ଘରକୁ ଫେରିଥିଲେ ।

Get real time updates directly on you device, subscribe now.