fbpx

ଏକାମ୍ର କ୍ଷେତ୍ର ପାଇଁ ବଡ଼ ଯୋଜନା, ଏକସଙ୍ଗେ ୨ଲକ୍ଷ ଲୋକ ଦେଖିବେ ଶିବରାତ୍ରି

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକାମ୍ରକ୍ଷେତ୍ର ଯୋଜନାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟ ୬୬ ଏକର ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ରେ ଶିବରାତ୍ରିରେ ଦୁଇ ଲକ୍ଷରୁ ଅଧିକ ଲୋକ ସମବେତ ହୋଇପାରିବେ ।ଏହାସହ ବିନ୍ଦୁ ସାଗରରେ ଚନ୍ଦନଯାତ୍ରା ଦେଖିପାରିବେ । ପୂର୍ବରୁ ୧୦ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାରେ ଅସୁବିଧା ହେଉଥିଲା ।

Get real time updates directly on you device, subscribe now.