ଆସିକା: ହିଞ୍ଜିଳିରେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ମୃତ ବୃଦ୍ଧ ତୋଟାସାହିର ବୋଲି ସୂଚନା ।
ସାଇକେଲରେ ନିଜ ଦୋକାନକୁ ଯାଉଥିବା ସମୟରେ ହିଞ୍ଜିଳି ଛକରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା ।