fbpx

ଅନୁଗୁଳ ଛେଣ୍ଡିପଦାରେ ନିର୍ବାଚନୀ ହିଂସା, ଜଣେ ଗୁରୁତର

AAKASH

ଅନୁଗୁଳ: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଏଥିପାଇଁ ଗତକାଲି ପ୍ରଚାର ଶେଷ ହୋଇଛି । ଏହା ପୂର୍ବରୁ ରାଜ୍ୟରେ ହିଂସା କାଣ୍ଡ ଦେଖିବାକୁ ମିଳିଛି । ପିପିଲି ଏବଂ ଆଠଗଡ଼ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିବା ବେଳେ ପୁଣି ବର୍ତ୍ତମାନ ଅନୁଗୁଳୁ ଛେଣ୍ଡିପଦାରୁ ଏଭଳି ଖବର ସାମ୍ନାକୁ ଆସିଛି । ହଣ୍ଡିଗୁଡା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡା ଓ କଟୁରୀରେ ହଣାକଟା ହୋଇଛି । ତେବେ ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର ଅଛନ୍ତି । ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.