fbpx
BJD SKY
BJD SKY

ବିଦ୍ୟୁତ ତାର ନେଲା ଜୀବନ

BJD

ଓଡ଼ିଶା ଭାସ୍କର: କୋଣାର୍କ- ଚନ୍ଦ୍ରଭାଗା ହେଲିପ୍ୟାଡ୍ ଛକ ନିକଟରେ ଅଘଟଣ । ରାସ୍ତାରେ ଝୁଲୁଥିବା ବିଦ୍ୟୁତ ତାର ନେଲା ଜୀବନ । ସୂଚନାରୁ ପ୍ରକାଶ ଚନ୍ଦ୍ରଭାଗା ଯିବା ସମୟରେ ଜଣେ ବାଇକ ଆରୋହି ରାସ୍ତାରେ ଓହଳିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ତାଙ୍କ ବେକ କଟିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ହେଉଛନ୍ତି କରମଙ୍ଗା ଗାଁର ଭାସ୍କର ବେହେରା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତାରୋକ କରାଯାଇଥିବାର ଜଣାପଡ଼ିଛି । ଅପରପକ୍ଷରେ କୋଣାର୍କ ପୋଲିସର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.