fbpx

ଓଡ଼ିଶାର ପିଲାମାନଙ୍କ ପାଇଁ ସେକ୍ରେଟାରିଏଟରେ ବାହାରିଲା ଚାକିରି, ସୁଯୋଗ ହାତଛଡ଼ା କରନ୍ତୁ ନାହିଁ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ଗୃହ ବିଭାଗ ଅଧୀନରେ ଓଡ଼ିଶା ସେକ୍ରେଟାରିଏଟରେ ଅନେକ ସହକାରୀ ନିର୍ଦ୍ଦେଶକ (ଆଇନ) ପଦବୀ ଖାଲି ପଡ଼ିଛି । ଇଚ୍ଛୁକ ବ୍ୟକ୍ତିମାନେ ପ୍ରଥମେ ବିଜ୍ଞାପନକୁ ଭଲଭାବେ ପଢ଼଼ି ଆବେଦନ କରିବାକୁ ଅନୁରୋଧ ।

ମୋଟ ପଦବୀ ସଂଖ୍ୟା: ୮୦

ଦରମା: ୪୪,୯୦୦/-

ବୟସ: ୨୩ରୁ ୩୫ ବର୍ଷ (୦୧.୦୧.୨୦୨୧ ସୁଦ୍ଧା)

ଆବେଦନ ଫିସ୍: General/ OBC- ୫୦୦, SC/ ST/ PwD- ଫିସ୍ ନାହିଁ ।

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀ ଆଇନରେ ବ୍ୟାଚେଲର ଡିଗ୍ରୀ ହାସଲ କରିବା କମ୍ପ୍ୟୁଟର ଆପିଲିକେସନ ଉପରେ ଜ୍ଞାନ ଥିବା ଜରୁରୀ ।

ଅନଲାଇନ ଆବେଦନର ଆରମ୍ଭ ତାରିଖ: ୨୬.୧୧.୨୦୨୧

ଅନଲାଇନ ଆବେଦନର ଅନ୍ତିମ ତାରିଖ: ୨୪.୧୨.୨୦୨୧

ଆପିଲିକେସନ ସବମିଟ୍ କରିବାର ଅନ୍ତିମ ତାରିଖ: ୩୧.୧୨.୨୦୨୧

ଅନଲାଇନ ଆବେଦନ ଲିଙ୍କ: Available Soon

ଅଫିସିଆଲ ନୋଟିଫିକେସନ: https://nijuktikhabar.in/wp-content/uploads/2021/11/Notification-OPSC-Assistant-Director-Law-Recruitment-2021.pdf

ଅଫିସିଆଲ ୱେବସାଇଟ୍: https://www.opsc.gov.in/Public/OPSC/Default.aspx

Get real time updates directly on you device, subscribe now.