fbpx
BJD SKY
BJD SKY

ନିଯୁକ୍ତି ସୁଯୋଗ: ଏସବିଆଇରେ ୬,୧୬୦ ଆପ୍ରେନଟାଇସ୍ ପଦବୀ ଲାଗି ପ୍ରକାଶ ପାଇଲା ଆବେଦନ ବିଜ୍ଞପ୍ତି

BJD

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଏସବିଆଇ ଆପ୍ରେନଟାଇସ ୨୦୨୩ ଲାଗି ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରି ଦେଇଛି । ଇଚ୍ଛୁକ ପ୍ରାର୍ଥୀ ଏସବିଆଇର ଅଧିକାରୀକ ୱେବସାଇଟ sbi.co.in ମାଧ୍ୟମରେ ଏହି ନିଯୁକ୍ତି ଲାଗି ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୧ ସେପ୍ଟେମ୍ବର ରହିଛି ।

ଇଚ୍ଛୁକ ପ୍ରାର୍ଥୀଙ୍କୁ ଏହି ସମୟ ସୀମା ମଧ୍ୟରେ ଆବେଦନ କରିବାକୁ ହେବ । ଏହି ଭର୍ତ୍ତି ଅଭିଯାନରେ ମୋଟ ୬,୧୬୦ ପଦ ପୂରଣ କରାଯିବ ।
ବିଜ୍ଞପ୍ତି ଅନୁସାରେ ଏସବିଆଇର ଅପରେଟିଂ ପଞ୍ଜୀକରଣ ୱିଣ୍ଡୋ ୧ ସେପ୍ଟେମ୍ବର ୨୦୨୩ରୁ ଖୋଲିଯାଇଛି ।

Get real time updates directly on you device, subscribe now.