• Likes
  • Followers
  • Subscribers
  • Followers
  • Android App
  • Thursday, July 17, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ସାଢ଼େ ୬ କୋଟି ଲୋକଙ୍କ ପାଇଁ ଖୁସି ଖବର, ଆସନ୍ତା ମାସ ଶେଷ ସୁଦ୍ଧା PF ଖାତାଧାରୀଙ୍କ ଆକାଉଣ୍ଟରେ ଅର୍ଥ କ୍ରେଡିଟ୍ କରିବ EPFO

ସାଢ଼େ ୬ କୋଟି ଲୋକଙ୍କ ପାଇଁ ଖୁସି ଖବର, ଆସନ୍ତା ମାସ ଶେଷ ସୁଦ୍ଧା PF ଖାତାଧାରୀଙ୍କ ଆକାଉଣ୍ଟରେ ଅର୍ଥ କ୍ରେଡିଟ୍ କରିବ EPFO

By Manas Pradhan Last updated May 4, 2022 at 12:50 PM
Share

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟନିଧି ସଂଗଠନ ପାଣ୍ଠି (ଇପିଏଫଓ)ର ସମସ୍ତ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । ପିଏଫ୍ ଖାତାଧାରୀଙ୍କ ସୁଧ ପୂର୍ବରୁ ସ୍ଥିରୀକୃତ ହୋଇସାରିଥିବା ବେଳେ ଏହା ଉପରେ ଅର୍ଥ ମନ୍ତ୍ରଣାଳୟର ମୋହର ଲାଗିବା କେବଳ ବାକି ରହିଛି । ଯଦିଓ ଏନେଇ ଅଫିସିଆଲ ଭାବେ ଏପିଏଫଓ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ । ତେବେ ଇପିଏଫଓର ଉପଭୋକ୍ତାଙ୍କ ପିଏଫ ଖାତାକୁ ଆସନ୍ତା ମାସ ଶେଷ ସୁଦ୍ଧା ଅର୍ଥ କ୍ରେଡିଟ୍ କରାଯିବାର ସମ୍ଭାବନା ରହିଛି । ଏହି ଫାଇଦା ଇପିଏଫଓର ୬.୫ କୋଟି ଉପଭୋକ୍ତା ଉଠାଇ ପାରିବେ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦଶନ୍ଧି ଧରି ପିଏଫରୁ ମିଳୁଥିବା ସୁଧ ହାର ସର୍ବନିମ୍ନ ସ୍ତରରେ ରହିଛି । ୨୦୨୧-୨୨ ବର୍ଷ ପାଇଁ ପିଏଫ୍ ସୁଧ ହାର ୮.୧ ପ୍ରତିଶତ ସ୍ଥିର କରାଯାଇଛି । ୧୯୭୭-୮ ପରେ ଏହା ସବୁଠାରୁ କମ୍ ସୁଧ ହାର । ଏହା ପୂର୍ବରୁ ୨୦୨୦-୨୧ରେ ପିଏଫ୍ ଖାତାରେ ୮.୫ ପ୍ରତିଶତ ସୁଧ ମିଳୁଥିଲା । ୨୦୧୯-୨୦ରେ ସୁଧ ହାର ୮.୬୫ରୁ ହ୍ରାସ କରାଯାଇ ୮.୫ ପ୍ରତିଶତ କରାଯାଇଥିଲା ।

ସାଧାରଣ ଭାବେ ପିଏଫ ଖାତାଧାରୀଙ୍କ ଆକାଉଣ୍ଟରେ ଜମା ହେଉଥିବା ଅର୍ଥକୁ ଇପିଏଫଓ ବିଭିନ୍ନ ସ୍ଥାନରେ ନିବେଶ କରିଥାଏ । ଏହି ନିବେଶରୁ ମିଳୁଥିବା ଅର୍ଥକୁ ଇପିଏଫଓ ସୁଧ ହାର ଆକାରରେ ପ୍ରଦାନ କରିଥାଏ । ବର୍ତ୍ତମାନ ସମୟରେ ଇପିଏଫଓ ୮୫ ପ୍ରତିଶତ ଅଂଶଧନ ଡେବଟ ଅପ୍ସନରେ ନିବେଶ କରୁଛି । ସେଥିମଧ୍ୟରେ ସରକାରୀ ସିକ୍ୟୁରିଟିଜ୍ ଓ ବଣ୍ଡ ସାମିଲ ରହିଛି । ଅବଶିଷ୍ଟ ୧୫ ପ୍ରତିଶତ ଅଂଶଧନକୁ ଇଟିଏଫରେ ଲଗାଯାଇଥାଏ । ଡେବଟ ଓ ଇକ୍ୱିଟି ନିବେଶରୁ ମିଳୁଥିବା ଲାଭରୁ ପିଏଫ ସୁଧ ହାର ସ୍ଥିର କରାଯାଇଥାଏ ।

ଆହୁରି ପଢନ୍ତୁ

ଅନ୍ୟମାନଙ୍କ ଫଟୋ କିମ୍ବା ଭିଡିଓ ଚୋରି କରି…

ପେଟ୍ରୋଲ ପମ୍ପରେ ଯାତ୍ରା! କାଲିକି ମିଳିବନି…

Share

Prev Post

କାରରେ ବସି ଏପରି ରାପ୍ ଗାଇଲେ ପୋଲିସକର୍ମୀ, ପ୍ରଶଂସାରେ ପୋତି ପକାଇଲେ ଲୋକ

Next Post

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ତାଜା ଅପଡେଟ୍: ଜାଣନ୍ତୁ କ’ଣ କହିଲେ IMD ଡିଜି?

You might also like More from author
Featured

ଅନ୍ୟମାନଙ୍କ ଫଟୋ କିମ୍ବା ଭିଡିଓ ଚୋରି କରି ପୋଷ୍ଟ କରୁଥିଲେ ସାବଧାନ ଫେସବୁକ ୟୁଜର୍ସ! ସହିବାକୁ…

Breaking News

ପେଟ୍ରୋଲ ପମ୍ପରେ ଯାତ୍ରା! କାଲିକି ମିଳିବନି ପେଟ୍ରୋଲ, ଆଜିଠାରୁ ଗାଡ଼ି ଟାଙ୍କି ଭରି କରିଦେଉଛନ୍ତି…

Breaking News

ଶ୍ରୀ ମନ୍ଦିରରେ ପରିସ୍ରା କରିଦେଲା ଶିଶୁ, ଦେଢ଼ ଘଣ୍ଟା ଦର୍ଶନ ବ୍ୟାଘାତ

Top Stories

FM କଲେଜର ସୌମ୍ୟାଶ୍ରୀଙ୍କ ପ୍ରାଣ ରକ୍ଷା କରି ଆହତ ଛାତ୍ର ଜ୍ୟୋତିପ୍ରକାଶଙ୍କ ସ୍ୱାସ୍ଥ୍ୟାବସ୍ଥା…

Breaking News

ରାଜ୍ୟ କ୍ୟାବିନେଟରେ 11ଟି ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ, ଜାଣନ୍ତୁ କେଉଁଥିରେ ବାଜିଲା ମୋହର

Breaking News

ସିନ୍ଥିରେ ଥିଲା ଆଉ କାହାର ସିନ୍ଦୂର, ଦୁଇ ପିଲାର ମାଆ କଲା ଏପରି, ଦେଖି ଉଡ଼ିଗଲା ସ୍ବାମୀର ହୋସ

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଦିଲ୍ଲୀରୁ ଗୋଆ ଯାଉଥିଲା ବିମାନ, ମଝି ଆକାଶରେ…

ଡାଇବେଟିସ୍ ରୋଗୀଙ୍କ ପାଇଁ ଉପବାସ କେତେ…

ଅନ୍ତଃବସ୍ତ୍ରର ଇଲାଷ୍ଟିକରେ ଫାଶୀ ଦେଲେ ଜେଲରେ…

ଅନ୍ୟମାନଙ୍କ ଫଟୋ କିମ୍ବା ଭିଡିଓ ଚୋରି କରି…

ଭାରତୀୟ ବୋଲରଙ୍କ ପାଖରେ ବଡ଼ ସୁଯୋଗ! ୪୩ ବର୍ଷର…

ପେଟ୍ରୋଲ ପମ୍ପରେ ଯାତ୍ରା! କାଲିକି ମିଳିବନି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଅନ୍ୟମାନଙ୍କ ଫଟୋ କିମ୍ବା ଭିଡିଓ ଚୋରି କରି…

ପେଟ୍ରୋଲ ପମ୍ପରେ ଯାତ୍ରା! କାଲିକି ମିଳିବନି…

ଶ୍ରୀ ମନ୍ଦିରରେ ପରିସ୍ରା କରିଦେଲା ଶିଶୁ, ଦେଢ଼…

FM କଲେଜର ସୌମ୍ୟାଶ୍ରୀଙ୍କ ପ୍ରାଣ ରକ୍ଷା କରି…

Prev Next 1 of 27,251
© 2025 - TK Digital All Rights Reserved.