fbpx

ଏସାର ଷ୍ଟିଲକୁ କିଣିଲା ଆର୍ସେଲର ମିତ୍ତଲ

ଭୁବନେଶ୍ୱର, ୧୬ା୧୨(ଓଡ଼ିଶା ଭାସ୍କର): ଏସାର ଷ୍ଟିଲ କମ୍ପାନି-ESILକୁ ଅଧିଗ୍ରହଣ କଲା ଆର୍ସେଲର ମିତ୍ତଲ । ନିପ୍ପନ ଷ୍ଟିଲ ସହ ମିଶି ଏହିପରି ଘୋଷଣା କରିଛି ଯୌଥ ଉଦ୍ୟୋଗ । ଏହା ପରେ ଏସାର ଷ୍ଟିଲ କମ୍ପାନି-ESILର ନୂଆ ନାଁ ହେଲା AM/NS ଇଣ୍ଡିଆ । ଏଣିକି ମାଲିକ ଭାବେ ଏସାର ଷ୍ଟିଲକୁ ପରିଚାଳନା କରିବ AM/NS ଇଣ୍ଡିଆ । ଯୌଥ ଉଦ୍ୟୋଗରେ ଆର୍ସେଲର ମିତ୍ତଲର ଅଛି ୬୦% ଅଂଶଧନ । ନୂଆ କମ୍ପାନିରେ ନିପନ୍ନ ଷ୍ଟିଲର ଅଛି ଅବଶିଷ୍ଟ ୪୦% ଅଂଶଧନ । ଆଦିତ୍ୟ ମିତ୍ତଲ AM/NS ଇଣ୍ଡିଆର ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । AM/NSଇଣ୍ଡିଆର ନୂଆ ସିଇଓ ହୋଇଛନ୍ତି ଦିଲୀପ ଓମେନ ।

Get real time updates directly on you device, subscribe now.