fbpx

ଏଣିକି ଅନଲାଇନରେ EWS ଆଡମିଶନ

ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ଏଣିକି ଅନଲାଇନ ଜରିଆରେ EWS ପିଲାମାନେ ସ୍କୁଲରେ ଆଡମିଶନ କରିପାରିବେ । ଆର୍ଥିକ ଅନଗ୍ରସର ବର୍ଗ ପିଲାମାନେ ଅନଲାଇନରେ ଆଡମିଶନ କରିବେ । ନିର୍ଦ୍ଦିଷ୍ଟ ପୋର୍ଟାଲରେ ଆବେଦନ ସହ ଅନଲାଇନରେ ଆଡମିଶନ ହେବ । ପିଲାମାନେ https://rteparadarshi.odisha.gov.in/odisha ପୋର୍ଟାଲରେ ଆବେଦନ କରିବେ । ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ଅତିରିକ୍ତ ସଚିବ ।

Get real time updates directly on you device, subscribe now.