fbpx

IAS ସ୍ତରରେ ଅଦଳ ବଦଳ: OFDC ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ପଦକୁ ବଦଳି । ପରାଗ ଗୁପ୍ତାଙ୍କୁ ମିଳିଲା ପବ୍ଲିକ ଏଣ୍ଟରପ୍ରାଇଜର୍ସ ବିଭାଗର ଦାୟିତ୍ୱ । ବିଜୟ ଆରୋରା ହେଲେ ଜି.ଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର ଓଏସଡି ।

Get real time updates directly on you device, subscribe now.