fbpx

ଜଗତପୁରରେ ନକଲି ଗୁଟଖା କମ୍ପାନୀରେ ଚଢାଉ

କଟକ,16/12: ଜଗତପୁରରେ ନକଲି ଗୁଟଖା କମ୍ପାନୀରେ ଚଢାଉକରିଛି ପୋଲିସ । ଘଟଣାସ୍ଥଳରେ ଜଗତପୁର ଥାନା ଅଧିକାରୀଙ୍କ ତଦନ୍ତ । ଚଢାଉ ବେଳେ ବିପୁଳ ପରିମାଣର କଞ୍ଚାମାଲ ଜବତ  କରିଛି ପୋଲିସ ।

Get real time updates directly on you device, subscribe now.