fbpx

ଲୋକପ୍ରିୟ କୋରିଓଗ୍ରାଫର ପୁନିତ୍ ପାଠକ ନିଜ ପତ୍ନୀ ସହ କରୁଥିଲେ ରୋମାନ୍ସ, ବେଡରୁମର ପ୍ରାଇଭେଟ୍ ଭିଡିଓ ହେଲା ଭାଇରାଲ

Advertisement

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ପୁନିତ୍ ପାଠକ ନିଜ କାମକୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ତାଙ୍କ ପତ୍ନୀ ଏପରି ଏକ ଭିଡିଓ ସେୟାର କରିଛନ୍ତି, ଯାହା ଦେଖି ଲୋକେ ମଧ୍ୟ ଲାଜେଇ ଯାଇଛନ୍ତି । ଏପରି ଭିଡିଓ ସେୟାର ହୋଇଥିବା ଦେଖି ପୁନିତଙ୍କ ଫ୍ୟାନ୍ସମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ତେବେ ଆଜିକାଲି ସେଲିବ୍ରିଟମାନେ ସେମାନଙ୍କର ରୋମାନ୍ସ ଭିଡିଓ ସେୟାର କରିବାରେ ଲାଗିଛନ୍ତି । କିନ୍ତୁ ପୁନିତଙ୍କ ପତ୍ନୀ ଏପରି ଏକ ପ୍ରାଇଭେଟ୍ ଭିଡିଓ ପୋଷ୍ଟ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପୁନିତଙ୍କ ପତ୍ନୀ ନିଧି ମୁନି ସିଂହ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ସେ ପୋଷ୍ଟ କରିଥିବା ଭିଡିଓଟି ତାଙ୍କ ବେଡରୁମର ବୋଲି ଜଣାପଡୁଛି । ଏଥିରେ ପୁନିତ ତାଙ୍କ ପତ୍ନୀଙ୍କ ଶାଢ଼ି ଧରିଥିବା ନଜର ଆସିଛନ୍ତି ।

ପୁନିତ ଓ ନିଧି ‘ଝଲକ ଦିଖଲା ଜା’ସେଟରେ ପରସ୍ପର ସହିତ ଦେଖାହୋଇଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥିଲା ଓ ପରେ ସେମାନେ ପ୍ରେମରେ ପଡିଥିଲେ । ସେମାନଙ୍କ ନିର୍ବନ୍ଧ ୨୦୨୦ ଅଗଷ୍ଟରେ ହୋଇଥିବା ବେଳେ ସେହିବର୍ଷ ଡିସେମ୍ବର ୧୧ ତାରିଖରେ ଦୁହେଁ ବିବାହ ହୋଇଥିଲା ।

 

Get real time updates directly on you device, subscribe now.