fbpx

ଚାଷୀଙ୍କୁ ମିଳିଲା ପିଏମ କିଷାନ ଟଙ୍କା

ନୂଆଦିଲ୍ଲୀ,୯ ।୮: କରୋନା ସଙ୍କଟ ମଧ୍ୟରେ ‘ପିଏମ କିଷାନ ଯୋଜନା’ରେ ଚାଷୀଙ୍କୁ ଟଙ୍କା ଦିଆଯାଇଛି । ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୬ଷ୍ଠ ପର୍ଯ୍ୟାୟରେ ୮.୫ କୋଟି ଚାଷୀଙ୍କୁ ୧୭ ହଜାର କୋଟି ଟଙ୍କା ଦିଆଯାଇଛି । ଏହି ସହାୟତ ରାଶିକୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି । କରୋନାେ ବେଳେ ବି ଚାଷୀଙ୍କୁ ସହାୟତା କରିବୁ ବୋଲି ମୋଦୀ କହିଛନ୍ତି ।

Get real time updates directly on you device, subscribe now.