-
World 95,337,913
WorldConfirmed: 95,337,913Active: 25,249,487Recovered: 68,051,101Death: 2,037,325 -
USA 24,424,546
USAConfirmed: 24,424,546Active: 9,619,988Recovered: 14,397,796Death: 406,762 -
India 10,572,672
IndiaConfirmed: 10,572,672Active: 209,519Recovered: 10,210,697Death: 152,456 -
Brazil 8,460,244
BrazilConfirmed: 8,460,244Active: 861,951Recovered: 7,388,784Death: 209,509 -
Russia 3,568,209
RussiaConfirmed: 3,568,209Active: 542,212Recovered: 2,960,431Death: 65,566 -
UK 3,395,959
UKConfirmed: 3,395,959Active: 1,771,962Recovered: 1,534,736Death: 89,261 -
Turkey 2,387,101
TurkeyConfirmed: 2,387,101Active: 100,240Recovered: 2,262,864Death: 23,997 -
Italy 2,381,277
ItalyConfirmed: 2,381,277Active: 553,374Recovered: 1,745,726Death: 82,177 -
Germany 2,049,952
GermanyConfirmed: 2,049,952Active: 330,515Recovered: 1,672,000Death: 47,437 -
Pakistan 519,291
PakistanConfirmed: 519,291Active: 34,701Recovered: 473,639Death: 10,951 -
China 88,227
ChinaConfirmed: 88,227Active: 1,205Recovered: 82,387Death: 4,635
ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ଧାନ କ୍ରୟବୃଦ୍ଧି ଦାବି ନେଇ ରାସ୍ତାକୁ ଓହ୍ଲାଇଛି କୃଷକ ସଙ୍ଗଠନ । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଚାଷୀଙ୍କୁ ଟୋକନ ପ୍ରଦାନ କରିବାକୁ ଦାବି ହୋଇଛି । ଏହି ରାସ୍ତାରୋକ ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ପ୍ରତିବାଦ କରିଥିଲେ । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗିର, ଦେବଗଡ଼, ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏନେଇ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ୧୨ ଅଧିକାରୀଙ୍କୁ ମଣ୍ଡିର ଦାୟିତ୍ୱ ପ୍ରଦାନ କରାଯାଇଛି । ୧୬ଟି ଜିଲ୍ଲାର ୭୧ ହଜାର ୭୪୪ ଜଣ ଚାଷୀଙ୍କଠାରୁ ଧାନ କିଣାଯାଇଛି । ଅବଶିଷ୍ଟ ୧୪ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟିର ନିଷ୍ପତ୍ତି ଅନୁଯାୟୀ ଧାନ ସଂଗ୍ରହ କରାଯିବ ବୋଲି କହିଛନ୍ତି ।
Comments are closed.