fbpx

ମର୍ମନ୍ତୁଦ ଦୁର୍ଘଟଣା : ୨ଜଣଙ୍କୁ ଚାପି ଦେଲା ହାଇୱା

Advertisement

କଟକ : ସକାଳୁ ସକାଳୁ ଏକ ଭୟାବହ ଦୁର୍ଘଟଣା । ପାରାଦୀପ-କଟକ ରାସ୍ତାରେ କୁଜଙ୍ଗ ନିକଟରେ ହାଇୱା ଏକ ବାଇକ ଏପରକୁ ମାଡିଗଲା । ଘଟଣାସ୍ଥଳରେ ହିଁ ୨ ବାଇକ ଆରୋହିଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି, ଏନେଇ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.