fbpx
BSKY
BJD MC SKY
BJD YOUTH SKY

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୮ ଜଣଙ୍କ ମୃତ୍ୟୁ

ଓଡ଼ିଶା ଭାସ୍କର: ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଅଜଣା ଗାଡ଼ି ଧକ୍କାରେ ଏକ ଭ୍ୟାନ୍ ଦୁର୍ଘଟଣାର ଶିକାର ହୋଇଛି । ଫଳରେ ୮ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ଲଖିସରାଇ-ସିକନ୍ଦରା ମୁଖ୍ୟ ରାସ୍ତାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଜାଣିବାକୁ ମିଳିଛି । ଏହାବ୍ୟତୀତ ଦୁର୍ଘଟଣାରେ ୭ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.