fbpx

FIH ପ୍ରୋ ହକି ଲିଗର ଦ୍ୱିତୀୟ ସଂସ୍କରଣ ମ୍ୟାଚ, ନେଦରଲ୍ୟାଣ୍ଡକୁ ହରାଇଲା ଭାରତ

ଭୁବନେଶ୍ୱର, ୧୯ା୧(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଏଫଆଇଏଚ ପ୍ରୋ ହକି ଲିଗର ଦ୍ୱିତୀୟ ସଂସ୍କରଣ ମ୍ୟାଚ ଖେଳାଯାଇଥିଲା । ସେଥିରେ ନେଦରଲ୍ୟାଣ୍ଡକୁ ୪-୬ଗୋଲରେ ଭାରତ ହରାଇଛି । ୩-୧ପେନାଲ୍ଟି ସୁଟ୍ ଆଉଟରେ ଭାରତ ଜିତିଛି । ପ୍ରଥମେ ୩-୩ ଗୋଲରେ ମ୍ୟାଚ ସମାନ ସ୍ଥିତିରେ ଥିଲା ।

Get real time updates directly on you device, subscribe now.