fbpx

ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ; ଏସପ୍ଲାନେଟ୍ ମଲ୍ ଆଗରୁ ଉଠାଇନେଲେ ଦୁର୍ବୃତ୍ତ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ । ଏସପ୍ଲାନେଟ୍ ମଲ୍ ଆଗରୁ ଯୁବକଙ୍କୁ ଅପହରଣ । ଏକ କାରରେ ଆସି ଉଠାଇନେଲେ ଚାରି ରୁ ପାଞ୍ଚ ଯୁବକ । ସନ୍ଧ୍ୟା ବେଳେ ରସୁଲଗଡ଼ ଏସପ୍ଲାନେଟ୍ ଆସୁଥିଲା ବେଳେ ଅପହରଣ କଲେ ଦୁର୍ବୃତ୍ତ । ଅପହରଣ ନେଇ ସହିଦ ନଗର ଥାନାରେ ଏତଲା । ଅପହରମ ନେଇ ଅପହୃତଙ୍କ ଜଣେ ବନ୍ଧୁ ଥାନାରେ କଲେ ଅଭିଯୋଗ । ଅପହୃତ ଯୁବକ ଆନନ୍ଦପୁର ବେଲବାହାଳିର ପ୍ରିୟବ୍ରତ ସାହୁ ହୋଇଥିବା ନେଇ ସୂଚନା । ଅଭିଯୋଗ ପରେ ଛାନ୍ ଭିନ୍ କରୁଛି ସହିଦ୍ ନଗର ଥାନା ପୋଲିସ୍ ।

Get real time updates directly on you device, subscribe now.