fbpx

ଡ଼େଡ଼ଲାଇନ ସରିବା ପରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୨୧ା୧୧(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଟୋକନ ବ୍ୟବସ୍ଥା ଉଚ୍ଛେଦ ଜିଦରେ ଚାଷୀ ସଙ୍ଗଠନ ଅଟଳ ରହିଛନ୍ତି । ଏହାସହ ସରକାରଙ୍କୁ ନିଷ୍ପତ୍ତି ନେବାକୁ କହିଥିଲେ । ଏନେଇ ଧାନ ବସ୍ତା ରଖି ବରେଇପାଲିରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ଗୋଟାଏ ସୁଦ୍ଧା ସରକାର ନିଷ୍ପତ୍ତି ନେବାକୁ ସମୟ ଦେଇଥିଲେ ଚାଷୀ ସଙ୍ଗଠନ । କିନ୍ତୁ ଡ଼େଡ଼ଲାଇନ ଭିତରେ ସରକାର କିଛି ନିଷ୍ପତ୍ତି ନନେବାରୁ ଚାଷୀ ସଙ୍ଗଠନ ରାସ୍ତାକୁ ଓହ୍ଲାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.