fbpx

Big Breaking: ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀ ଅଫିସରେ ଅଗ୍ନିକାଣ୍ଡ

AAKASH

ବାଲେଶ୍ୱର: ଫାଇନାନ୍ସ କମ୍ପାନୀ ଅଫିସରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀ ଅଫିସରେ ଅଗ୍ନିକାଣ୍ଡ ଘଟିବା ଜଣାପଡିଛି । ଏହି ଅଫିସଟି ବାଲେଶ୍ୱରର ରେମୁଣା ଭୀମପୁର ଛକରେ ଅବସ୍ଥିତ । ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ କର୍ମଚାରୀ । ତେବେ ଏହି ଅଗ୍ନିକାଣ୍ଡରେ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡିଯାଇଛି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.