fbpx

କଟକର ଏକ ପୁରୁଣା ପ୍ରେସରେ ଲାଗିଲା ଭୟାନକ ଅଗ୍ନିକାଣ୍ଡ

କଟକ,୩୦/୬(ଓଡିଶା ଭାସ୍କର): କଟକରେ ଥିବା ଓଡିଆ ବଜାରରେ ଆଜି ଲାଗିଛି ଭୟାନକ ଅଗ୍ନିକାଣ୍ଡ । ଏକ ପୁରୁଣା ପ୍ରେସରେ ଅଚାନକ ଲାଗିଯାଇଛି ନିଆଁ । ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି ।
ଅନ୍ୟପଟେ ପ୍ରେସରେ ଥିବା ବହୁ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ନିଆଁ ଲିଭାଇବାକୁ ଦମକଳ ବାହିନୀ ପକ୍ଷରୁ ପ୍ରୟାସ ଜାରି ରହିଛି ।

Get real time updates directly on you device, subscribe now.