fbpx

ଏନକାଉଣ୍ଟରେ ଟଳିଲେ ଦୁଇ ଆତଙ୍କବାଦୀ

ଜାମ୍ମୁ-କାଶ୍ମୀର,୩୦/୬ : ଜମ୍ମୁ କାଶ୍ମୀର ସ୍ଥିତ ଅନନ୍ତନାଗ ଜିଲ୍ଲା ଓ୍ୱାଘମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଫଳରେ ଏନ‌କାଉଣ୍ଟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଉ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

Get real time updates directly on you device, subscribe now.