fbpx

ବୀରମିତ୍ରପୁର ଦୁଷ୍କର୍ମ ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

କଟକ,୩୦/୬(ଓଡିଶା ଭାସ୍କର) : ସୁନ୍ଦରଗଡ଼ ସ୍ଥିତ ବିରମିତ୍ରପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତରିତ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ପୋଲିସ ଡିଜି ଅଭୟ। ତଦନ୍ତ ନିର୍ଦ୍ଦେଶ ପାଇବା ପରେ ଘଟଣାର ଛାନଭିନ ପାଇଁ ସୁନ୍ଦରଗଡ଼ ଗସ୍ତ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍। ଏହି ମାମଲାରେ ବୀରମିତ୍ରପୁର ଥାନା IICଙ୍କ ବିରୋଧରେ  ଅଭିଯୋଗ ଆସିଥିଲା। ତେଣୁ ପୋଲିସ ଡିଜି ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରିଥିଲେ।

 

 

Get real time updates directly on you device, subscribe now.