fbpx

ବାଦାମବାଡିର ଇଲୋକଟ୍ରୋନିକ ଦୋକାନରେ ଅଗ୍ନିକାଣ୍ଡ

କଟକ,୨୩ ।୧(ଓଡିଶା ଭାସ୍କର): କଟକ ବାଦାମବାଡି ଅଞ୍ଚଳରେ ଥିବା ଏକ ଇଲୋକଟ୍ରୋନିକ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଜଳିପୋଡି ଛାରଖାର ହୋଇଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସର୍ଟସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇଁ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୋକାନରେ ନିଆଁ ଲାଗିବାରୁ ଏଥିରେ ଫସି ରହିଥିବା ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.