fbpx

ନାଟମଣ୍ଡପ ଓ ମେଘନାଦ ପାଚେରିର ଯାଞ୍ଚ ଆରମ୍ଭ

ପୁରୀ,୨୩ ।୧(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ଓ ମେଘନାଦ ପାଚେରିର ସ୍ଥିତ ଅନୁଧ୍ୟାନ ଚାଲିଛି । କୋର କମିଟି ଓ ଏଏସଆଇ ଟିମ ପକ୍ଷରୁ ଏହାର ଯାଞ୍ଚ ଚାଲିଛି । ଏଏସଆଇ ଜଏଣ୍ଟ ଜାନଭି ଶର୍ମାଙ୍କ ନେତୃତ୍ୱରେ ୬ ଜଣିଆ କମିଟି ମେଘନାଦ ପାଚେରୀ ଓ ନାଟ ମଣ୍ଡପର ଅନୁଧ୍ୟାନ କରୁଛନ୍ତି । ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ମଦନ ସିଂହ ଚୌହ୍ୱାନ ମଧ୍ୟ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି । ତେବେ ନାଟ ମଣ୍ଡପରୁ ପାଣି ଗଳିବାର ଅଭିଯୋଗ ପରେ ଅନୁଧ୍ୟାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.